Journey with MaMa
@journeywithmama9914
Pelanggan
tontonan
Video
API
4K
Pengira Subscriber YouTube Langsung
Loading Advanced Analytics...
Journey with MaMa
ନମସ୍କାର ବନ୍ଧୁଗଣ,
ମୋ ନାଁ ଶୁଭଦର୍ଶନୀ ପ୍ରଧାନ(Mama)
ଆପଣ ମାନଙ୍କୁ ମୋ youtube channel journey with Mama କୁ ସ୍ୱାଗତ ଜଣାଉଛି,
Iam a Student,I love vlogging nd Acting, ତେଣୁ ମୋର ଏହି ଚ୍ୟାନେଲ ଆପଣ ମାନେ family ସହ ମଜାମସ୍ତି, ଭାଈ ଭଉଣୀ ସହ funny video, ତା ସହ Cooking video ମଧ୍ୟ ଦେଖିପାରିବେ..
ମୋ ଭିତରେ ଥିବା ମୋର ଏଇ ଛୋଟ ଛୋଟ ପ୍ରତିଭା କୁ ମୋର ଛୋଟ youtube channel ମାଧ୍ୟମରେ show କରିବାକୁ ଚାହେଁ, ସେଥିପାଇଁ ଆପଣ ମାନଙ୍କ ବହୁତ ସାରା ଭଲପାଇବା nd Blessings ଦରକାର, ନିଜ ସପ୍ନ କୁ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ, ଓ ଆମେ ସମସ୍ତେ ସମସ୍ତ ଙ୍କୁ ସାହାଯ୍ୟ କରିବା ମଧ୍ୟ ଦରକାର,
ଆଶା କରୁଛି ଆପଣ ମାନେ ମୋତେ support କରିବେ, ଯଦି କିଛି video ରେ ଭୁଲ ଥାଏ,please mota correct suggetion ଦେବେ, ଆପଣ ମାନଙ୍କୁ ଅନୁରୋଧ ମୋର ଏଇ youtube channel ku like, share,nd subscribe କରିଦେବେ🙏 nd kau related video ଆପଣ ଦେଖିବାକୁ ଚାଉଛନ୍ତି please comment karibe..🙏 ଆପଣ ମାନେ ମୋର ସାଥ ଦେଲେ ବହୁତ୍ କିଛି କରିବି ଆପଣ ମାନଙ୍କ ପାଇଁ 🥺
ଜୟ ଜଗନ୍ନାଥ , ପ୍ରଭୁ ଆପଣ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ❤️
I believe in work is god
Dhamara( bhadrak) Odisha
Embed
Jejaki subscriber YouTube, views, perbandingan creator dan milestone secara masa nyata.
Video
ମା ଲକ୍ଷ୍ମୀ ପୂଜା..🙏❤️🥹#maalaxmi #puja #maa #shortsviral #trendingshorts #ytshort #foryou #trending
Uploaded
1,811
tontonan
63
Likes
0
Comments
About RealtimeSubCount.com
Jejaki subscriber YouTube, views, perbandingan creator dan milestone secara masa nyata.